SANJEEB PADHAN  
2 Followers · 2 Following

Joined 17 March 2020


Joined 17 March 2020
12 MAY 2021 AT 15:10

ଦୂର ରୁ ପାହାଡ଼ ସବୁଜ ଶ୍ୟାମଳ
କିନ୍ତୁ ପାଖରୁ ତାର ସୁସ୍ଖ ଓ ରୁକ୍ଷତା ସ୍ପଷ୍ଟ ।
ସେଥିପାଇଁ ମୁଁ ତତେ କେବଳ ଦୂର ରୁ ଚାହେଁ
ଡର ଲାଗେ ପାଖରୁ ଦେଖିବା ପାଇଁ,
କାଳେ ତୋର ସେଇ ସୁସ୍ଖ ଓ ରୁକ୍ଷତା ସ୍ପଷ୍ଟ ହୋଇଯିବ !
ମନେ ପଡେ ସେଇ ଅତୀତ ର ସ୍ମୁତି
ଆଖିରୁ ଝରି ପଡେ ଦି ଟୋପା ନରମ ଲୁହ ଓ ମନରେ ସୃଷ୍ଟି ଏକ ଅଳ୍ପ କ୍ଷଣି ଭୟ
ସେଥିପାଇଁ ତ ମୁଁ ତତେ ଦୂର ରୁ ଚାହେଁ
କାଳେ ସେଇ ଘଟଣା ପୁଣି ଜୀବନ ରେ ଦୋହୋରେଇବ !

-


12 MAY 2021 AT 15:03

ତୁମେ ସେଇ ଅସ୍ଫୁଟିତ କଢି।
ଯାହାର ମଧୁ ଆଘ୍ରାଣ ପାଇଁ ହଜାରେ ଭଅଁର ଅପେକ୍ଷା ରେ
ନିଜ ନିଜ ମଧ୍ୟରେ ରକ୍ତ ର ହୋଲି ଖେଲୁ ଥିଲେ।
କିନ୍ତୁ କାଇଁ ସେ ଭଅଁର ?
କୁଆଡେ ଗଲା ସେ ଭିଡ଼ ସେଇ ରକ୍ତାକ୍ତ ହୋଲି !
ଆଜି ସବୁ ନିଶ୍ଚଳ ନୀରବ।
ତୁମେ ଆଜି ପ୍ରସ୍ଫୁଟିତ ଫୁଲ।
ମୁଁ ଜାଣେ ନାହିଁ ତୁମ ମଧ୍ୟେ କେତେ ମଧୁ କେତେ ସୁଗନ୍ଧ ଭରିଛି
କିନ୍ତୁ ଆଜି କୌଣସି ଭଅଁର ଅପେକ୍ଷା ରେ ନାହିଁ।
କାହା ପାଇଁ ରକ୍ତାକ୍ତ ହୋଲି ମଧ୍ୟ ଖେଲା ହେଉ ନାହିଁ।
ଆଜି ସବୁ ନିଶ୍ଚଳ ନୀରବ।

-


1 APR 2020 AT 17:00

Zaruri nehi ki har baat zuban se hi bola jaye ,khamusi v bahat kuch bol deti he .
Bas uss khomusi ko samaj ne ke liye ek saap dil ki zarurat he..

#$äñjèéß🙂

-


31 MAR 2020 AT 18:18

Serious insaan hun na isliye iss dunia ki jhoote riste nivane me thoda takleef hoti he.

#$äñjèéß🙂

-


25 MAR 2020 AT 16:14

Hum rude he to iska matlab ye nehi ki hamari andar dil nehi he , hamari andar v dil he.
Bas itna fark he ki is jhutte duniya ki jhutte riste/pyar hamari dil ko koi effect nehi paka pata .

#$äñjèéß🙂

-


24 MAR 2020 AT 12:04

Hum log dusre log se different he to ye mat samaj na ki hamari andar kuch kami he, iska matlab ye he ki hamari andar jo kuch he bo dusre lago ke heisat se bahar he ,iss liye hum log different.

#$äñjèéß🙂

-


24 MAR 2020 AT 9:48

Haat ki lakir ko dekh ke takdir ka pata mat lagana, kiun ki jiska haat na ho toh v uska takdir hota he


#$äñjèéß🙂

-


Seems SANJEEB PADHAN has not written any more Quotes.

Explore More Writers