Sambhabana Mohanty   (Sambhabana)
97 Followers · 68 Following

read more
Joined 23 May 2019


read more
Joined 23 May 2019
13 AUG 2020 AT 4:40

वो दूर सही,
उन्हें अपनी शायरी में कैद करती हूं...
वो पूछते है, में उन्हें याद नही करती???
हर रात कागज के दो पने, फिर किसके लिए हूं भर्ती...
कभी जिक्र नही करते की "में" कितनी सुंदर हूं,
पर उनके आंखों में, "में" खुदको सबसे हसीन पाती हूं...
वेसे तो मेरा रूठना पसंद नही उन्हें,
पर छोटी छोटी बातों में, "गुस्सा हो क्या???"
पुछके हसाना आता है उन्हें......
चांद सितारें लेके बड़ी बड़ी बातें वो नही करते,
जमीन पे पेर रखके,
जिंदगी से वाकिफ वो मुझे कराते...
अनबन नही होगी कभी ऐसा वो नही कहते,
पर कुछ भी हो,
ज़िंदगी के उस राहों में, मुसाफिर में अकेली नही होंगी,
ऐसा यकीन वो दिलाते......
अछासा लगता, जब मेरे दूर जाने से दिल उनका है घबराता,
और उनका दिल उनसे बस मेरे ही बात है करता,
और मुझे उनसे, थोड़ा और प्यार हो जाता.....

-


13 AUG 2020 AT 4:17

कोई सायर नही हूं में,
बस अपनी दिल की लिखती हूं,
कोई अल्फ़ाज़ नही अपनी जज्बात लिखती हूं.......

-


12 AUG 2020 AT 3:43

मेरे सपनों में आके, मेरे साथ सुंदर सपना सजाके, मेरे सपनों में ही रह जाता है..............

में अधूरी, वो मुझमे पूरा है,
में दाग चांद का, वो मुझमे रोशनी है,
में रेत का वो धूल, वो पहली बारिश की बूंद है,
में काली रात की चुपी, वो मुझमे एक एहसास है,
में मुरझा हुआ पता, वो नई एक कली है,
में दिनभर की थकान, वो सुकून सा नींद है,
और,
में इस बेदर्द दुनिया का हकीकत,
वो एक सुंदर सा सपना है.............

-


6 AUG 2020 AT 4:33

ଭଲଲାଗେ ତୁମ ଅପେକ୍ଷା ରେ ବସିବାକୁ,
କଣ କହିବି କଣ ନାହିଁ, ଏଇ ଦ୍ୱନ୍ଦ ଭିତରେ ରହିବାକୁ,
ତୁମେ ଆସିବା ଆଗରୁ, ତୁମ ହାତ ଧରି, ସେ ଆମ ସ୍ବପ୍ନ ର ଲମ୍ବା ରାସ୍ତା ଚାଲିବାକୁ,
କେତେ ଅନାବନା ଗପ ତୁମ ଆଗେ କହିବାକୁ,

ପୁଣି ତୁମେ ଆସ,
ଯାହା କହିବାର ଥାଏ କେବେ ପୁରା କହିପାରେନି ...

ତୁମ ଆଖି ରେ ମୋ ଜୀବନର ସବୁ ସ୍ବପ୍ନ କୁ ଦେଖେ,
ତୁମ ପାପୁଲି ରେ ମୋ ଭାଗ୍ୟ ରେଖା ମୁ ପାଏ,
ଯେବେ ତୁମ ସହ ପଦ ମିଶାଇ ଚାଲେ,
ମୋ ଜୀବନର ସବୁଠୁ ଆପଣା ର ସାଥି କୁ ପାଏ,
ପୁଣି କେଜାଣି କେମିତି
ସେ ଅମାନିଆ ଲୁହ ଟୋପେ ଝରି ଆସେ,
ସେ ଲୁହ ବୁନ୍ଦାରେ ମୁ ମୋ ନିଜକୁ ଦେଖେ,
ଆଉ ମୋ ଶ୍ୟାମଳ ରଂଗ ମୋତେ ବହୁତ ସୁନ୍ଦର ଲାଗେ....

-


14 JUL 2020 AT 1:33

ତୁମ ପର୍ଥମ ଦେଖା ନ ହେବାର ଅଭିମାନ ନାହିଁ,
ଚାହେଁ ମୁ ତମ ଶେଷ ଦେଖା ହେବା ପାଇଁ,

ଜୀବନର ଏ ଅଂକା ବଂକା ପଥେ,
ଚାହେଁ ଚାଲିବାକୁ ତୁମ ସାଥେ,
କଥା ଦିଅ କେବେ ଛାଡିବନି ଏ ହାତ ମୋର,
କେବେ ପଡିବାନି ଆମ ଭଲ ପାଇବାର ଅଭିମାନ ର ଗାର,

ଆରମ୍ଭ ଯୋଉଠୁ ହୁଏ, ତୁମ ପାଖେ ମୋ ରାସ୍ତା ସାରିବାକୁ ଚାହେଁ,
ରାଧା ମୀରା ନାହିଁ,
ତୁମ ରୁକ୍ମଣୀ ହେବାକୁ ଚାହେଁ,

ତମ ଜୀବନେ ଗୋଟେ ଅସରନ୍ତି ଗପଟେ ମୁଁ,
ତୁମ ଖୁସି ଆଉ ଦୁଃଖ ର ଅର୍ଧଙ୍ଗିନୀ ମୁଁ,

କାହାଣୀ ମୋ ଆରମ୍ଭ ହେଉ ତୁମ ସିନ୍ଦୁର ନାଁରେ,
କାହାଣୀ ମୋ ସାରିଯାଉ ମଶାଣି ଜୁଇ ରେ........

-


11 JUL 2020 AT 19:46

ଭିଡ ଠୁ ବେସି ଏକା ଭଲ ଲାଗୁଛି,
ଆଲୁଅ ଠୁ ବେସି ଅଂଧାର ଭଲ ଲାଗୁଛି,

ହଁ, ମୋତେ ଏବେ ସତ ଠୁ ବେସି ମିଛ ଭଲ ଲାଗୁଛି...

ସତ ଖାଲି କସ୍ଟ ଦେଉଛି,
ମିଛ ପରଦାରେ ମୁ ଏବେ ସୁଖ ପାଉଛି,

ଆଉ ମୁଁ ଶାନ୍ତି ରେ ଏ ବାକି ଜୀବନ କାଟିବାକୁ ଚାହୁଁଛି...

ବଂଦ ଆଖି ରେ ସୁନ୍ଦର ସ୍ୱପ୍ନ ସଜାଇବାକୁ ଚାହୁଁଛି,
ଆଖି ଖୋଲିଲେ ବସ୍ତାବିକତା ଖାଲି କସ୍ଟ ହି ଦେଉଛି,

ସାହସ ନାହିଁ ମୋର ସମ୍ନା କରିବାକୁ ବସ୍ତାବିକତା ର,
ଆଉ ହଁ,
ଏବେ ଶିଖିଗଲିଣି, ଖୁସି ଖୋଜିବା ସେ ମିଛ ଛାଇ ର....

-


10 JUL 2020 AT 21:30

ମୋ କବିତା ପରି ସବୁଦିନ ଲେଖିବି ତୁମକୁ,
ଏ ଦୁନିଆ ଠୁ ଲୁଚାଇ ସବୁ ରାତି ପଢିବି ତୁମକୁ,

ଛାଡି ଦେଇ ଥିଲି ବଂଚିବା, ଛାଡ଼ି ଦେଇ ଥିଲି ଲେଖିବା,
ଜୀବନେ ଆସି ପୁଣି ଶିଖାଇ ଦେଲା କଲମ ଧରିବା,

ମୁଁ ଥିଲି ଏକା ଆଉ ଏ ଅଂଧାର ରାତି ମୋ ସାଥି,
ତମେ ସେ ରାତିରେ ମନେ ଜଳିଦେଲ ମହାମ ର ବତି,

ଏକା ଚାଲୁଥିଲି ମୋ ନିଜ ଗଢା ନିର୍ଜନ ରାସ୍ତା ରେ,
ହାତ ଧରି ଟାଣି ନେଲ ଆଲୁଅ କୁ,
କାଟିବାକୁ ଏ ଜୀବନ ରାସ୍ତା ତୁମରି ସାଥିରେ................

-


10 JUL 2020 AT 15:19

ଚାହିଁ ବାକୁ ଭଲ ଲାଗେ ସାରା ରାତି,
ଏବେ କଳ୍ପନା ରେ ବଂଚି ବାକୁ ତୁମ ସହ ସାଥି...

ଯେବେ ନିଦ ର ଓଜନ ଭାରି ହୋଇଯାଏ ମୋ ଆଖି ପତା କୁ,
ତୁମେ ଅସ ମୋ ସ୍ବପ୍ନ ରେ ଆଉଁସି ଦେବାକୁ...

ତମେ ମୋ ସ୍ବପ୍ନ ରେ ମଳୟ ପବନ,
ମୁ ତୁମ ଜୀବନେ କସ୍ତୁରୀ ଚନ୍ଦନ....

ପବନ ବହିଲେ ହି ଚନ୍ଦନ ବାସେ,
ତୁମ ସହ ପଦେ କଥା ରେ ମୋ ପୁରା ଦିନ ହସେ...

ସବୁଦିନ ଅସୁଥାଅ ଏମିତି ମୋ ସ୍ବପ୍ନ ରେ,
ରଖିନେବି ତୁମକୁ ମୋ ମନର ବନ୍ଦ କୋଠରୀ ରେ...

ପୂର୍ଣ କରି ଯାଅ ମୋ ଜୀବନ କୁ,
ସତ କରିଦିଅ ମୋ ସବୁ ସ୍ବପ୍ନ କୁ...

ନା ଗୋଟେ ନିଦ, ନା ଗୋଟେ ରାତି, ନା ଗୋଟେ ସ୍ବପ୍ନ ରେ,
ଏ ମନ ଖାଲି ତୁମକୁ ଚାହେଁ ପ୍ରତି ମୁହୂର୍ତ ରେ...

-


10 JUL 2020 AT 14:27

ସମ୍ଭାବନା ଜୀବନ ଚଂଚଳ ସଗାରେ,
ତମେ ଚକ୍ମକ କରୁଥିବା ସୁନୀଲ କିରଣ...
ବହି ଯାଉଥିବା ଏ ଜୀବନ ସୁଅ ର ଢେଉ ରେ,
ତୁମେ ଆସିଛ ହେଇ ମୋ ଖୁସି ର ମେଲଣ...
ସେ ଢେଉ ସବୁ କୂଳକୁ ଛୁଇଁ ଗଲା ପରେ,
ଭରି ଦେଇ ଯାଏ ହଜାର ହଜାର ଶାମୁକା ରେ ତା ମୁହାଣ...
ଆଜି ଏ ହଜାର ହଜାର ଅଧା ଓଦା ଶାମୁକା ଭିତରୁ,
ଖୋଜି ମୁଁ ପାଇଛି ମୋ ମୁକୁତା କୁ,
ପକାଇ ସମୂଦ୍ର କୁ ତା ଢେଉ ର ରାଣ...

-


10 JUL 2020 AT 14:17

जब मैने अपने दिल मे झक के देखा,
सिर्फ तेरा तस्बिर ही पाया था...
जब किसने पूछा हम से,
तुझमे अपना घर और रब बताया था...

-


Fetching Sambhabana Mohanty Quotes