Sachin Behera   (༄ᶦᶰᵈ᭄✿SBPabitra✿)
58 Followers · 23 Following

read more
Joined 19 June 2020


read more
Joined 19 June 2020
25 APR AT 21:41

ଏମିତି ଏକ ସମୟ ଆସି ପହଞ୍ଚିଥାଏ ନା ଚାଲି ହୁଏ ସେ କଣ୍ଟା ଉପରେ
ନା ଭଗବାନ ସେ କଣ୍ଟା କୁ ରାସ୍ତା ରୁ ଏଡାଇ ଦିଅନ୍ତି।
ଦୁଇ କ୍ଷେତ୍ର ରୁ କଷ୍ଟ ପାଈ ଚାଲିବାକୁ ହୁଏ।।

-


12 APR AT 20:33

ଥରେ ଭାବି ଦେଖ-
ତୁମ ଖରାପ ସମୟ ରେ ସମସ୍ତେ ତୁମ ପାଇଁ ପୂଜା ବ୍ରତ ଏବଂ ମାନସିକ ରଖିଥାନ୍ତି କିନ୍ତୁ ତୁମେ ନିସ୍ତାର ପରେ, ସମସ୍ତ ମନୁଷ୍ୟ ସେ ଅସମ ରେ କରିଥିବା ଉପକାର ର ହିସାବ ନେଇ ବସିବ।।

-


9 APR AT 22:34

ସମୟ ପରିସ୍ଥିତ ପରିବର୍ତ୍ତନ ହବା ସହ ଏ ମନୁଷ୍ୟ ବି ପରିବର୍ତ୍ତନ ହୋଇଯାଆନ୍ତି ।
ପରନ୍ତୁ ଥରେ ବି ବୁଝନ୍ତିନି ଗତକାଲି ଜାହା ତା ସହିତ ଘଟିଛି ତାହା ବି ଆମ ସହ ଏ ସମାଜ ଆସନ୍ତାକାଲି ଘଟାଇପାରେ।।

-


7 APR AT 22:37

ସମାଜ ସବୁବେଳେ କିଛି ସୁଯୋଗ ଖୋଜି ବୁଲୁଥାଏ। କେବେ କାହା ଭଲ କୁ ଅଗ୍ରମି ଦିଏ ଓ ଆଉ କେବେ ଖରାପ କୁ। ପରନ୍ତୁ ପ୍ରତି ମନୁଷ୍ୟ ଭଲ ଖୋଜି ଖୋଜି ଖରାପ ଆଡ଼କୁ ପାଦ ଥାପିଥାଏ।

-


6 APR AT 22:11

ନା ସମୟ କୁ ରୋକି ପାରିବ ନା ଆମ ଭାବନା କୁ।
ତଥାପି ଏମିତି ଏକ ଏକ ମାନୁଷ୍ୟ ପାଖେ ଏ ଅବୁଝା ହୃଦୟ ଅଟକି ଯାଏ ନା ଛାଡ଼ିବାକୁ ଇଛା ହୁଏ ନା ଅନୁମତି ଦେବାକୁ ଇଛା ହୁଏ,
କେବଳ ଯନ୍ତ୍ରଣା ରେ ଛଟପଟ ହୋଇ ରହି ବାକୁ ପଡ଼ିଥାଏ।।

-


5 APR AT 16:19

Personality.

-


4 APR AT 13:12

always standing at any critical and normal situation.

-


3 APR AT 10:04

କେହୀ ଯଦି ବୁଝିବା ପରିସ୍ଥିତ ରେ ନଥାଏ
ନିଜେ ମାଆ ସରସ୍ଵତୀ ଆସି କୋଳରେ ଧରି ଗେଲ କରି ବୁଝାଇଲେ ବି ବୁଝିବା କଷ୍ଟକର ହୋଇଥାଏ।

-


2 APR AT 14:13

ସମସ୍ତେ ହ୍ରୁଦୟ ଧାରଣ କରି ଜନ୍ମ ନେଇଥାନ୍ତି କିନ୍ତୁ କାହାକୁ ହ୍ରୁଦୟରେ ବସାଇ ଚିରଦିନ ରଖିବା କେଇ ମନୁଷ୍ୟ ଶିଖିଥନ୍ତି।

-


1 APR AT 20:07

ଧନ୍ୟ ଏ ପରିବାର ଧନ୍ୟ ଏ ସମାଜ ଗୋଟେ ଝିଅ କେବେ ତାର ମନ ଖୋଲି କିଛି ଘର ପାଖେ ପ୍ରକାଶ କରି ପାରିବ ନା ଘର ଏରୁଣ୍ଡି ଦେଈ ବାହାରକୁ ଯାଇ ପାରିବ ନା ଭିତରକୁ ପ୍ରବେଶ କରି ପାରିବ।।

-


Fetching Sachin Behera Quotes