PRABHATI MALIK   (Prabhati)
31 Followers · 15 Following

Joined 25 November 2019


Joined 25 November 2019
20 DEC 2020 AT 8:44

ସତ୍ୟ କି ରହିବ ଗୋପନ କାହିଁରେ ଅଣ୍ଟିରେ କି ଲୁଚେ ନିଁଆ
ଶତ ଆବରଣ ଫୁଟି ବିକଶିବ ବିସ୍ମିତ କରି ଦୁନିଆ ।।


* ବାଞ୍ଛାନିଧି ଦାସ *

-


3 DEC 2020 AT 8:42

କେହି ତ କାହାରି ନୁହନ୍ତି ରାଜନ
ମାୟାମୟ ଭବ ହାଟେ
ଆପଣା ଆପଣା କଉଡ଼ି ସରିଲେ
ଫେରୁଛନ୍ତି ନିଜ ବାଟେ ।।

ଗଙ୍ଗାଧର ମେହେର

-


14 NOV 2020 AT 10:31

Wishing you sparkling and safe Diwali.

-


17 OCT 2020 AT 19:46

"ମାତୃଭୂମି ମାତୃଭାଷା ଉଭୟେ ଜନନୀ
ସେବି ତାକୁ ଭକ୍ତିଭରେ ଦିବସେ ରଜନୀ ।
ଏ ମାନବ ଜନ୍ମ ହେଉ ସଫଳ ମୋହର
ଏ ଭିକ୍ଷା କରନ୍ତୁ ପୂର୍ଣ୍ଣ ପ୍ରଭୁ ମହେଶ୍ୱର ।"

ମଧୁସୂଦନ ରାଓ

-


15 OCT 2020 AT 8:47

Happy birthday sir .

-


20 SEP 2020 AT 20:43

Everything is temporary, don't stress.

-


14 SEP 2020 AT 19:03

ମରୀଚିକାର ପଛେ ଧାଇଁ ଧାଇଁ ଆଜିର ମଣିଷ ସମାଜ
ବଞ୍ଚିବା ସହିତ ନିଜର ପ୍ରତିଷ୍ଠାତା ବଜାଇ ରଖିଛି ସିନା
କିନ୍ତୁ ନିଜ ବାସ୍ତବକୁ ଭୁଲିଯାଇଛି ।।





-


8 SEP 2020 AT 15:46

We Are Indians,
Firstly And Lastly .

-


7 SEP 2020 AT 20:58

ସାହିତ୍ୟ ନୁହଁଇ ଖାଲି ଫୁର୍ତ୍ତି
ଆଉ ବିଳାସର ଫୁଲ
ଜାତିକୁ ଦେବ ସେ ମୁକ୍ତି
ତେବେ ଯାଇ ଚରମ ତା ମୂଲ।।

କବି-ସଚ୍ଚି ରାଉତରାୟ

-


2 SEP 2020 AT 18:16

A
Mother's
Love is endless .

-


Fetching PRABHATI MALIK Quotes