Nirlipta Sethi   (Voice_of_butterfly)
64 Followers · 57 Following

ପ୍ରଜାପତି ପ୍ରେମିକା
Joined 4 July 2019


ପ୍ରଜାପତି ପ୍ରେମିକା
Joined 4 July 2019
13 OCT 2022 AT 23:01

ତୁମେ ସ୍ବପ୍ନ କାରିଗର
ସ୍ବପ୍ନ ସଜାଅ ମୋ ଲାଗି ରାତି ରାତି ଉଜାଗରେ,
ମୁଁ ନୀରବରାଣୀ
ଭାଙ୍ଗିଦିଏ ସ୍ବପ୍ନ ତୁମ ନିଦୁଆ ଅଭିମାନରେ !!

#ନିର୍ଲିପ୍ତା

-


13 OCT 2022 AT 22:58

ମୁଁ ଡହ ଡହ ମରୁଭୂମିରେ ଫଟା ମାଟିର ଚିତ୍କାରିତ ସ୍ବର ,
ତୁମେ ହସ ହସ ଆକାଶେ ଗର୍ଜିଲା ମେଘ ଭସା ବାଦଲର !

-


13 OCT 2022 AT 22:56

ତୁମେ
ଦ୍ବିପହର ରାତିର
ମୋ ଝରକା କାଚ ତଳକୁ ଖସି ଆସୁଥିବା
ଜହ୍ନର ଧାରେ ହସ ;

ମୁଁ
ପ୍ରହର ନଥିବା
ଆଷାଢ଼ୀ ଆକାଶରୁ ଝରିପଡୁଥିବା
ଅବେଳିଆ ବର୍ଷା ଧାସ ...!

#ନିର୍ଲିପ୍ତା

-


29 AUG 2022 AT 23:29

ମୁଁ ଜାଣେ
ତୁମକୁ ଖୁବ୍ ଜଣା ଛଳନାରେ ଛନ୍ଦିବାର କଳା,
ତଥାପି ନିଃସର୍ତରେ
ସବୁବେଳେ ତୁମ ପାଇଁ ମୋ ଦୁଆର ମୁକୁଳା !
#ନୀରବନାୟିକା

-


29 AUG 2022 AT 23:04

କେଡେ ସୁନ୍ଦର ଏଇ ଦ୍ଵିତୀୟା ଜହ୍ନର ଝାପସା ଆଲୁଅର ରାତି
କେଜାଣି କାହିଁ ଆଜି ସେ ଜଳାଏ ଗୋଟେ ପ୍ରିୟତମାର ଛାତି !

#ନିର୍ଲିପ୍ତା

-


25 AUG 2022 AT 15:02

ତୁ କାହିଁ କେବେଠୁ ମୁହଁ ଖୋଲି
କହି ସାରିଛୁ ଯେ, ତୋ ଓଠ କଲମରେ
ମୋ ଦେହସାରା ତୋ ନାଁ ଲେଖିବାଟା
ଗୋଟେ ପାପ !

କିନ୍ତୁ ତତେ ହାତେ ନ ଛୁଇଁ
ତୋ ଭାବନାର ଓଦା ଅନୁରାଗରେ
ଭିଜିବାଟା ବି ତୋ ଅନୁମତି ବିନା
ମୋ ପାଇଁ ସବୁବେଳେ ତପ !!
#ନୀରବନାୟିକା

-


22 AUG 2022 AT 0:29

ମୁଁ ଜାଣେ
ତୁମକୁ ଖୁବ୍ ଜଣା ଛଳନାରେ ଛନ୍ଦିବାର କଳା,
ତଥାପି ନିଃସର୍ତରେ
ସବୁବେଳେ ତୁମ ପାଇଁ ମୋ ଦୁଆର ମୁକୁଳା !
#ନୀରବନାୟିକା

-


16 AUG 2022 AT 0:51

ହଜାରେ ତାରାଙ୍କ ଭିଡ଼ରେ ବି
ଏ ରାତି ଗୋଟେ ଅନ୍ୟମନସ୍କତା
କେବଳ ତୁମ ମନସ୍କରେ !

-


8 AUG 2022 AT 2:07

ତୂଳୀ ରୁ ରଙ୍ଗ ସରିଗଲା ପରେ
ବାକି ରହିଯାଏ ଅଧା
ରଙ୍ଗଭରା ଅଭିମାନର ଚିତ୍ର ,
ନାଲି ରଙ୍ଗ କମ ପଡେ
ବୋଲି ତା ଓଠ
ଶୁଖିଲାରେ ପଢେ ଅଭିମାନର ମନ୍ତ୍ର,


-


8 AUG 2022 AT 1:53

ତୁମେ ସ୍ବପ୍ନ କାରିଗର
ସ୍ବପ୍ନ ସଜାଅ ମୋ ଲାଗି ରାତି ରାତି ଉଜାଗରେ,
ମୁଁ ନୀରବରାଣୀ
ଭାଙ୍ଗିଦିଏ ସ୍ବପ୍ନ ତୁମ ନିଦୁଆ ଅଭିମାନରେ !!

#ନିର୍ଲିପ୍ତା

-


Fetching Nirlipta Sethi Quotes