Monalisha Mohanty   (Monalisha)
2 Followers · 3 Following

Joined 9 April 2024


Joined 9 April 2024
25 APR AT 16:57

Do something nice for yourself.

-


25 APR AT 16:51

Go confidently in the direction of your dreams....

-


22 APR AT 12:41

ମାଆ
ବିନା ଘର ଅନ୍ଧାର
ବାପା
ବିନା ଜୀବନ ଅନ୍ଧାର

-


22 APR AT 6:26

ବାପା
ଯିଏ ମାରିଲା ପରେ ବୁଝେଇ ଥାଏ
ମାଆ
ଯିଏ ମାରିଲା ପରେ ନିଜେ କାନ୍ଦି ଥାଏ ।

-


20 APR AT 13:18

ଅଭିମାନ
ତା ଉପରେ କର ଯିଏ ତୁମ କୁ ବୁଝୁ ଥିବା ଦରକାର
ତୁମେ ଚୁପ୍ ରହିଲେ ବି ଜାଣିପାରିବ ତୁମେ କଣ କହିବକୁ ଚାହୁଚ।

-


19 APR AT 22:13

Never try to impress any one
Do those things
What you think better

-


17 APR AT 19:34


ସମୟର ସଠିକ୍ ବିନିଯୋଗ
ନିଜ ହାତରେ ହିଁ ଥାଏ I

-


16 APR AT 14:00

ସଫଳତା ପାଇବାକୁ ହେଲେ ସବୁବେଳେ ଏକା ଆଗକୁ ବଢିବାକୁ ହୁଏ, ସଫଳ ହେଲା ପରେ ଲୋକେ ଆପେ ଆପେ ତୁମ ପଛରେ ଆସିବେ |

-


14 APR AT 14:24

No matter how much any one loves 💗 you
But
It matters how much you love 💕 to yourself ❣️

-


13 APR AT 9:25

ଏ ବୟସ ବି ଏକ ଅଜବ ଶବ୍ଦ
ବୟସ ଅଛି ତ ପାଖରେ ସମସ୍ତେ ଅଛନ୍ତି
ହେଲେ
ସରି ଗଲେ କେହି ନାହାନ୍ତି।

-


Fetching Monalisha Mohanty Quotes