Krishna Prakash Behera   (❤️s_King_Krishna)
506 Followers · 1.6k Following

read more
Joined 23 May 2020


read more
Joined 23 May 2020
12 FEB 2023 AT 20:58


ଜୀବନ ଏକ କଲମ ପରି କାଳୀ ଶେଷ ହେବା ପୂର୍ବରୁ ନିଜର କାହାଣୀ ଲେଖି ଦିଅନ୍ତୁ...🖊️
ଆମେ ହେଲେ ମଣିଷ
ଆଉ ମଣିଷ ହେଉଛି ଲୋଭୀ ପ୍ରକୃତିର ଯେତେ ହେଲେ ବି ମନ ଶାନ୍ତି ହୁଏ ନାହିଁ,
ଶେଷ ନିଶ୍ୱାସ ଚାଲିଥିବା ଯାଏ ଏଇୟା ମୋର ସେଇୟା ମୋର କହି କହି ନିଜେ ମରିଯିବା କିନ୍ତୁ କିଛି ବି ସାଥିରେ ନେଇକି ଯିବା ନାହିଁ,
ତେଣୁ ଏମିତି କିଛି ଆମର ଆସନ୍ତା ପିଢ଼ି ପାଇଁ କରିକି ଏ ଦୁନିଆରୁ ବିଦାୟ ନେବା ସମସ୍ତଙ୍କ ଆଖିରେ ମନରେ
ଆମେ ସଦା ସର୍ବଦା ଜୀବିତ ହେଇକି ରହିବା 🙏

-


24 JAN 2023 AT 15:59

ବିବାହ ହେଉଛି ଜୀବନର ସବୁଠାରୁ
ବଡ଼ ଜୁଆ ଖେଳ ସହିତ ସମାନ,
Life partner
ଭଲ ହେଲେ Life ଟା ସ୍ବର୍ଗ ଆଉ
Life partner
ଖରାପ୍ ହେଲେ Lifeଟା ନର୍କରେ ପରିପୂର୍ଣ ହୋଇଯାଏ ।।

-


20 DEC 2022 AT 13:47

Jisne humko chaha, use hum chah na sake,
Jisko chaha usae hum pa na sake,
Yeh samajh lo dil tutne ka khel hai,
Kisi ka toda aur apna bacha na sake...

-


20 DEC 2022 AT 13:43

Naraaz Naa Ho Humse Hum Na Reh Payenge,
Itna Bada Sadma Na Seh Payenge...
Deti Hai Gum Zindagi Pal Pal humein,
Tune Diya To Jeene Se Pehle Hi Mar Jayenge…!

-


20 DEC 2022 AT 11:24

We can complain because rose bushes have thorns, or rejoice because thorn bushes have roses....

-


20 DEC 2022 AT 11:21

Meri Dharkano me Aap ka Hi Raz Hoga,
Meri Bat Ka Bas YeHi Andaz Hoga,
Kabhi Bewafaee Nahin Karte Hum Dosti Me,
Meri Dosti Pe Aap Ko Hamesha Naz Hoga!!!

-


20 DEC 2022 AT 11:16


ଆମେ ଚାଲୁଥିବା ବେଳେ ଆମ ଦୁଇପାଦ ଭିତରେ ଅନେକ ତଫାତ ଥାଏ, ଆଗରେ ଥିବା ପାଦ ଅଭିମାନ କରେନାହିଁ କି ପଛରେ ଥିବା ପାଦ ଅପମାନ ଭାବେନାହିଁ ।
କାହିଁକିନା ସେମାନେ ଜାଣନ୍ତି କିଛି କ୍ଷଣ ମଧ୍ୟରେ ସେମାନଙ୍କ ସ୍ଥିତି ବଦଳିଯିବ, ଆଉ ଏହାକୁ ହିଁ ତ ଅସଲି ଜୀବନ କୁହନ୍ତି ।

"ସମୟ ତ ଏମିତି ଗଡି ଚାଲିଯିବ, ହେଲେ ସମୟ ସହ ନିଜ ଜୀବନ କୁ ବିତିଯିବାକୁ ଦିଅନ୍ତୁ ନାହିଁ, ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରନ୍ତୁ, କିଏ ଜାଣେ ଏ ମୁହୂର୍ତ୍ତ କାଲିକି ଥିବ କି ନାହିଁ "

ସବୁବେଳେ କିଛି ପାଇବାର ଆଶା ହିଁ ମଣିଷକୁ ଦୁଃଖ ଓ ଅଶାନ୍ତିର ବାତାବରଣ ମଧ୍ୟକୁ ଟାଣିନେଇଥାଏ, ତେଣୁ ଈଶ୍ବର ଯାହା ଦେଇଛନ୍ତି ସେଥିରେ ଖୁସି ରହିଲେ ଏ ସଂସାରରେ ଶାନ୍ତିରେ ବଞ୍ଚି ପାରିବା !

-


5 NOV 2022 AT 12:11

ମଣିଷକୁ ବୁଝିବା ଆଉ ବୁଝେଇବାର ଗୋଟେ ସୀମା ଥାଏ,
ଆଉ
ସେହିପରି ମଣିଷର ସହିବାର ବି ଗୋଟେ ସୀମା ଥାଏ,
ଯେତେବେଳେ ଏ ଦୁଇଟି ସୀମା ପାର ହୋଇଯାଏ,
ସେହିଠାରେ ହିଁ ସବୁ ସମ୍ପର୍କ
ସବୁ ଆଶା,
ଭରଷା,
ବିଶ୍ୱାସ
ତଥା ମନରେ ଥିବା ଅଗାଢ଼ ଭଲପାଇବା ସବୁ କିଛି ଭାଙ୍ଗିରୁଜି ଚୁରମାର ହୋଇଯାଏ।

-


22 OCT 2022 AT 21:26

Thodi Si Khushi ki Chah Krte Hai.
--
-
Bas Ek Chhoti Si Fariyad Krte Hai.
--
-
Aaj Fir Bethe Hai 1 Hichki K Intezar Mai....
--
-
Zra Pta To Chle Aap Hme kb yad Krte Hai

-


21 OCT 2022 AT 8:29

ଜୀବନ ବଞ୍ଚେଇବା ପାଇଁ
ଲୋଡ଼ା ହୁଏ ଯେବେ ରକ୍ତ,
ଦେଖା ଯାଏ ନାହିଁ ଧନୀ କି ଗରିବ
ଜାତି ଅଜାତି ତ,,,
ଜୀବନ ସାଥିଟେ ବାଛିଲା ବେଳକୁ
ଲୋଡ଼ା ହୁଏ କାଇଁ ମିଶୁଛି କି ନାହିଁ ତା ଜାତି ଆଉ ଆଭିଜାତ୍ୟ ।

-


Fetching Krishna Prakash Behera Quotes