Jyotirmayee Dash   (JYOTI DASH17><)
4 Followers · 3 Following

read more
Joined 11 April 2024


read more
Joined 11 April 2024
8 HOURS AGO

मिला नन्हीं कोई ऐसा दोस्त ना स्कूल में ना कॉलेज में सब को मिला, क्यों ना मिला मुझे ।
मिला था जो भी क्यों पास नहीं है मेरे
केसे गुज़रता है दिन रात बस पता है मुझे ।
ए खुदा बता क्या इतना बुरा हुँ में
फिर क्यों कोई नहीं समझ पाता मुझे ।

-


YESTERDAY AT 9:34

MY FORMULAS ●▪︎●
Attitude shapes my path .
Discipline fuels my journey .
Adaptability molds my destiny .
Confidence increases my power .
Determination propels me forward
Focus drives my ambition .
Courage empowers my choices.
Perseverance guides my steps .
Passion lights my purpose .
Gratitude colors my perspective .
Mindfulness enriches my experience .

-


YESTERDAY AT 8:04

ବର୍ଷା
ଆକାଶ ରୁ ଯେବେ ପଡେ ଟୋପା ଟୋପା ପାଣି
ମିଶିଯାଏ ଲୁହ ସେଥିରେ ହୁଏନା ତ ଜାଣି ।
ଘଡଘଡିର ଶବ୍ଦରେ ଜଣାପଡୁନି ମନର କୋହ
ଚାହେଁ ମୁଁ ଧୂଳିସାତ ହେଇଯାଉ ସବୁ ମାୟାମୋହ ।
ବିଜୁଳିର ଚମକରେ ଆଖି ହୋଇଯାଉଛି ବନ୍ଦ
ମନ ଖୋଲି ନିସନ୍ଦେହରେ ଚମକେ ସ୍ଵପ୍ନର ଚାନ୍ଦ।
ପାଣି ରେ ଭିଜି କମିଯାଏ ସମ୍ପୂର୍ଣ୍ଣ ଦେହର ଉଷ୍ଣତା
ହେଲେବି ମିଳାଏ ନାହିଁ ଦୁଃଖୀ ହୃଦୟର ଶୂନ୍ୟତା।
ଥଣ୍ଡା ପବନ ରେ ଉଡି ଉଡି ଯାଏ ମନ
ନେଇ ଅନେକ ଆଶା ଅନୁଭୂତି ଭାବନା ପୂର୍ଣ୍ଣ ।
ମେଘୁଆ ଆକାଶରେ ବାଦଲ ଯାଏ ଭାସି ଭାସି
ସେମିତି ଭାସିଯାଏ ପୁରୁଣା ସ୍ମୃତି ଅନୁଭୂତି ।
ବର୍ଷା ପାଗରେ ଥଣ୍ଡା ଶାନ୍ତ ପରିବେଶ ରେ
ମନ ଚାହେଁ ଉଡି ବୁଲିବ ବିସ୍ତୃତ ଗଗନରେ।

-


2 MAY AT 13:21

Sometime ^_^
Pain is not present only in tears
It may present in the form of smile.
Pleasure is not always in smile
It also present in tears.

-


1 MAY AT 15:12

EDUCATION
Is only studying the curriculum ,
By performing research, Assignment,lesson .
For the development of literacy,
Within a school, college & university .
But LEARNING
Is continuous for the development of knowledge and skill ,
in any field
From anyone anything till birth to death is a life long process of will.

-


30 APR AT 8:35

Oye
My beloved soul mate
For me you are the best .
Our relationship is an agape
You are the happiness for me .
I have tachycardia when I see you
I have bradypnea when i feel You.
You are the thought of my mind
You are the reason of being kind.
You are my obsession and euphoria
When you are with me we were in utopia .
Your voice reach the depth of my soul
When you're near me I become a fool.
I lost in the secrets of your eye
Never end relation by saying bye.

-


29 APR AT 13:51

Time
It is a cycle
Don't wait for the future
Don't delay the past
Don't rush the present
Don't stop
Lets start
Repeat the loop.

-


29 APR AT 7:41

ଜଙ୍ଗଲ
ତୁ ଏକ ପ୍ରିୟ ବନ୍ଧୁ ଆମର
କିନ୍ତୁ ତତେ କାଟି ଆମେ କରୁ ସହର l
କେତେ ଖରା ବର୍ଷା ଶୀତ ସହି ଦଉ ଛାଇ
ତୋ ତଳେ ବସେ ପଥିକ ବାଟ ବଣା ହେଇ ।
ନେଇ ଅଙ୍ଗାରକାମ୍ଳ ଦେଉ ଅମ୍ଳଜାନ
ତୋ ବିନା ଅସମ୍ଭବ ଏହି ଜୀବନ ।
ସାହାଯ୍ଯ କରୁ କେତେ ବିନା ସ୍ୱାର୍ଥରେ
ପ୍ରତିବଦଳରେ କରୁ ତୋ କ୍ଷତିରେ ।
ତୋ ପାଇଁ ହୁଏତ ବର୍ଷା କରୁ ଆମେ ଚାଷ
ତୋ କଷ୍ଟ ଭୁଲି ମନୁଷ୍ୟ କରେ ବସବାସ।
ତୁ ଆମ ଅମୂଲ୍ୟ ସମ୍ପଦ
ତୋ ପାଇଁ ମଧ୍ୟ ଆମେ ବିପଦ
ତୋ ପାଖରୁ ନେଇ ସବୁ ସହାୟତା
ମଣିଷ କରେ ବିଶ୍ବାସ ଘାତକତା
ଜଙ୍ଗଲର ବିନାଶ ରେ ମଣିଷ ହୁଏ ହନ୍ତସନ୍ତ
ପରିବେଶରେ ପରିବର୍ତ୍ତନ ଏହାର ସଂକେତ।


-


28 APR AT 10:08

ବାପା
ତୁମେ ମୋର ଆଶା ବିଶ୍ବାସ ର ପ୍ରତୀକ
ମୋ ଜୀବନର ତୁମେ ପଥପ୍ରଦର୍ଶକ ।
ତୁମ ଆଦର୍ଶ ରେ ମୁଁ ଅନୁପ୍ରାଣିତ
ତୁମେ ମୋର ସବୁଠୁ ପ୍ରିୟ ମିତ୍ର।
ମୋ ପାଇଁ କର କେତେ କଷ୍ଟ
କରିବାକୁ ମୋ ଭବିଷ୍ୟତ ଉତ୍କୃଷ୍ଟ ।
ନିଜ ଖୁସି ଭୁଲି କର ମତେ ଖୁସି
ମୋ ଚିନ୍ତା କରୁଥାଅ ସର୍ବଦା ବସି ।
ନିଜ ଦୁଃଖ କୁ କରନି କେବେ ପ୍ରକାଶିତ
ମୋ ସୁଖ ଶାନ୍ତି ପ୍ରତି ବେଶି ଆଗ୍ରହିତ।
ମୋ ସବୁ ଆଶା ଓ ଇଚ୍ଛାକୁ କର ପୂରଣ
ତୁମ ଚଲାପଥ କୁ ମୁଁ କରେ ଅନୁସରଣ ।
ପାରିବିନି କେବେ ସୁଝି ତୁମ ଋଣ
ରଖିବି ତୁମ ନାଁ ଥିବା ଯାଏ ଏ ପ୍ରାଣ ।


-


27 APR AT 14:27

Best friend 👩🏻‍❤️‍👩🏻
Hey bestie you are loyal and faithful.
Our bond is compatible and reliable .
Our connection is intimate and vibrate.
You are my courage and achievement.
In problem you help me to get out of it.
You are my pride, love and God's best gift.

-


Fetching Jyotirmayee Dash Quotes