Jyoti Prakash   (Deep Jyoti Prakash)
38 Followers · 28 Following

Creative Writer, Actor, Anchor, Cine Journalist, Event Manager
Joined 27 March 2017


Creative Writer, Actor, Anchor, Cine Journalist, Event Manager
Joined 27 March 2017
6 JUL 2022 AT 1:37

*ଡେଉଁରିଆ*

ସହଜ ନୁହେଁ ଜୀବନର ଅଙ୍କାବଙ୍କା ଅଙ୍କ,
କିନ୍ତୁ ରଫ୍ ଖାତାରେ ଗାରେଇ କସିବାକୁ ତ ହେବ।

ଏ ସମୟର ବି ନିଜର ନୁହେଁ,
କ୍ଷଣ ଆଉ କ୍ଷଣିକାକୁ ଜୀଇଁବାକୁ ତ ହେବ।

ନିର୍ଦ୍ଦୟ ଭାଗ୍ୟ ଅନିଶ୍ଚିନ୍ତ ଭବିଷ୍ୟତକୁ ଆହୁରି ଡରାଏ,
ଡେଉଁରିଆ କୁ ଭରଷା କରି, ଆଗକୁ ବଢ଼ିବାକୁ ହେବ।

-


21 JUN 2022 AT 1:53

ସୁକର୍ମ କୌଣସି ପୁରସ୍କାର କି ସାର୍ଟିଫିକେଟର ଅଧୀନ ନହୋଇ, ସବୁବେଳେ ସ୍ବାଧୀନ ଓ ଯୁଗାନ୍ତକାରୀ ହେବା ଜରୁରୀ।

-


1 APR 2017 AT 1:25

ସବୁ ଓଡିଆଙ୍କୁ
ପବିତ୍ର ଉତ୍କଳ ଦିବସ ର
ଶୁଭେଚ୍ଛା
ଓ ଶୁଭ କାମନା ।
ମୁଁ ଓଡ଼ିଆ, ମୋ ଓଡିଶା।
ଆଉ ସେଥିପାଇଁ ମୁଁ
ଗର୍ବ କରେ ।
ବନ୍ଦେ ଉତ୍କଳ ଜନନୀ ।

-


11 JAN 2021 AT 21:36

ଏମିତି ଏ ରାସ୍ତା କେବେ ସହଜ ନଥିଲା,
ଖାଲ ଖମା ତ ବହୁତ୍ ଦେଖିଲିଣି।

ଝୁଣ୍ଟିବାକୁ ଆଉ ଡର ତ ଲାଗୁନି,
ହେଲେ ପାଦ କହୁଛି ଭାରି କଷ୍ଟ ହେଲାଣି।

-


19 OCT 2020 AT 1:12

ଭାବେ ଭବିଷ୍ୟତ, ଭବିଷ୍ୟତରେ ଅଛି,
ଅତୀତ ସଜାଡ଼ି କିଏ ପାରିଛି?
ବର୍ତମାନ ଅବର୍ତ୍ତମାନରେ ଜୀବନ,
ଭାଗ୍ୟ ବଦଳେଇ କିଏ ପାରିଛି?

-


27 SEP 2020 AT 22:48

ଲେମ୍ବୁ ଚିପୁଡ଼ି ପାଣି ବାହାର କଲାପରି,
କେବେ ଜୀବନକୁ ଚିପୁଡ଼ି ଦେଖ।
ନିଜକୁ ଭୁଲି ବଞ୍ଚିବାର ଅଲଗା ମଜା ଥାଏ!
କେବେ ଏମିତି ମଜା ନେଇ ଦେଖ! 😜

-


3 SEP 2020 AT 14:19

ସ୍ଵପ୍ନ ଅସୁମାରୀ ସମୟ ସ୍ଵଳ୍ପ,
ଅଧା ଭଙ୍ଗା ଗଢ଼ା ଜୀବନ ଗଳ୍ପ !

-


31 JUL 2020 AT 20:54

ବୁଡ଼ି ରହିବା ଭଲ!

ପାଇବାର ଆଶାରେ ପାଗଳ ହେବା ଅପେକ୍ଷା,
ଖୋଜିବା ନିଶାରେ ବୁଡ଼ି ରହିବା ଭଲ!

ଖାଇବା ନିଶାରେ ମତ୍ତ ହେବା ଅପେକ୍ଷା,
ଖାଦ୍ୟ ସନ୍ଧାନରେ ବୁଡ଼ି ରହିବା ଭଲ!

ନିଜ ପ୍ରେମରେ ହଜିବା ଅପେକ୍ଷା,
ପ୍ରେମ ଅନ୍ୱେଷଣରେ ବୁଡ଼ି ରହିବା ଭଲ!

-


13 APR 2020 AT 15:13

👇ଆଜିର ଦିନ👇
ଓଷା କରୁଥିବା ଲୋକଙ୍କ ପାଇଁ -
ମହା ବିଷୁବ ସଂକ୍ରାନ୍ତି
ଖାଦ୍ୟ ପ୍ରିୟ ଲୋକଙ୍କ ପାଇଁ -
ପଣା ସଂକ୍ରାନ୍ତି
ହନୁମାନ ଭକ୍ତଙ୍କ ପାଇଁ -
ହନୁମାନ ଜୟନ୍ତୀ
ଭୁବେଶ୍ବରବାସୀଙ୍କ ପାଇଁ -
ଭୁବନେଶ୍ୱର ପ୍ରତିଷ୍ଠା ଦିବସ
ଆଉ ଓଡ଼ିଶାବାସୀଙ୍କ ପାଇଁ -
ଓଡିଆ ନବବର୍ଷ

-


8 JAN 2018 AT 21:26

We all go through daily dreaming.
Some we are fulfilling.
some we are not fulfilling.
If u r running behind earning.
Don't thinking about paining.
Not getting time for chilling.

Then listen what am telling.

Do what ever u r doing.
But ensure some planning,
Which makes ur life charming.
Always keep trying.
One day u will get ur life shining.

-


Fetching Jyoti Prakash Quotes