|| ବକ୍ରତୁଣ୍ଡ ମହାକାୟ ସୂର୍ୟକୋଟି ସମପ୍ରବହ ||
|| ନିର୍ବିଘ୍ନମ୍ କୁରୁ ମେ ଦେବ ସର୍ବକାର୍ୟେଷୁ ସର୍ବଦା ||
ପବିତ୍ର ଗଣେଶ ଚତୁର୍ଥୀର ଶୁଭ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ, ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଗଜାନନଙ୍କ କୃପାରୁ କୋଭିଡ୍-୧୯ ମହାମାରୀ ଶେଷ ହେଇଯାଉ ଏବଂ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ମୈତ୍ରୀ ଫେରିଆସୁ।
My greetings to everyone on this very auspicious and sacred day of Shri GaneshChaturthi. May the Lord bless us all. 🙏🙏🙏🙏
-