Debasish Senapati  
0 Followers · 2 Following

Joined 8 September 2023


Joined 8 September 2023
24 APR AT 12:12

ଉଦ୍ଦେଶ୍ୟ କାମନା

ଆସିଥିଲ ଯେଉଁ ଉଦ୍ଦେଶ୍ୟ ନେଇ
ସବୁ ତ ଯାଇଚି ପୂରଣ ହୋଇ
ଥିବ ଯଦି କିଛି ଅପୂର୍ଣ୍ଣ ଆଶା
ସରିବା ଆଗରୁ ମୋ ଜୀବ ଦଶା
ନିଃସଙ୍କୋଚେ ପ୍ରକାଶିବ ମୋ ସମ୍ମୁଖେ
ନ ଥାଉ ପଛେ କିଛି ମୋ ପାଖରେ
ଶେଷ ନିଃଶ୍ୱାସ ଦେବି ତୁମରି ହାତେ

-


17 APR AT 6:07

ସମାଜ
::::::::::::
ସମାଜ ଡର ରେ
ଡରିବୁନି କେବେ
ବଦଳିବୁ ନାହିଁ ପଥ
ସମାଜ ଦେବନି
ତୋ ପେଟ ପାଇଁ
ଖଣ୍ଡେ ରୁଟି ମୁଠେ ଭାତ

-


17 APR AT 5:55

ଅକୁହା ମଣିଷ ର ମନତଳ ଅକୁହା ବେଦନା

ପ୍ରତ୍ୟେକ ବୀରହୀର ମନ ତଳ ଅକୁହା ବେଦନା
ମୋ କଳ୍ପନାରେ ମୋ ଭାଷାରେ ମୋ କଲମରେ
ତମ ବିଚାରରେ ଅମେ ଦୁହେଁ ଅଚିହ୍ନା ମଣିଷ
ଜିଇଁ ବି ମରି ସାରିଛେ ପରସ୍ପର ଠାରୁ
ତଥାପି କେଜାଣି କାହିଁକି ଅମାନିଆ ମନ ପକ୍ଷୀ
ବାହୁନି ବାହୁନି କାନ୍ଦେ ମଥା କୋଡ଼ି କପୋତ ଟି ପରି
ଭୁଲି ହୁଏନି କି ବୁଝି ବି ହୁଏନି
ଅପସୋରା ଦିନ ଗୁଡା ଗୋଳେଇ ଘାଣ୍ଟି ହୁଅନ୍ତି
ଅହରହ ମାନସ ପଟରେ
'ଭଲପାଏନା' କହି ଠକି ଦେଲ କି ଠକି ହେଲ ଜାଣେନା
ଦିନେ ମୁଁ ତୁମର ଥିଲି ଫାଙ୍କି ପାରିବନି
ସେଇ ଅଧିକାର ନେଇ ଅନୁନୟ ଖାଲି
ମୁଁ ଆଉ ନାହିଁ ବୋଲି ଯଦି କେବେ ଶୁଣ
ନଆସି ନଦିଅ ପଛେ ଫୁଲ ଟେ ଚିତାରେ
ଲୁହ ଟୋପେ ଝରିବନା ଆଖିରୁ ତୁମର???
ସେତିକି ହିଁ ଲୋଡା ଖାଲି ଆତ୍ମା ଶାନ୍ତି ପାଇଁ

-


30 JAN AT 16:12

कभी सुकून कभी ग़म सा लगता है
ये नया साल कुछ हम सा लगता है
बर्फ सी सर्द तो कभी चाय सा गर्म
तेरा प्यार कुछ मौसम सा लगता है
गुज़रा हमारा साल, गुज़र गए हम
ये वक़्त मुझे मातम सा लगता है
दर्द छुप कर बैठा है मेरे अंदर कहीं
क्यों तू मुझे मरहम सा लगता है?
कहाँ है तू और कहाँ है तेरा हर्ष?
मैं ज़्यादा और तू कम सा लगता है

-


11 OCT 2023 AT 9:22

माँ मुझे सैनिक बना दो !

आज न सुनना चाहता हूँ मैं परियों की कहानी,
आज मुझसे मत कहो माँ, था एक राजा एक रानी,
वीर राणा की शिवा की शक्ति तुम मुझमे जगा दो,
माँ मुझे सैनिक बना दो।
जो उठाये भूल कर भी आँख मेरी मातृ भूमि पर,
जो बढ़ाये भूल कर भी पैर वीरों के प्रसू पर,
मैं उड़ा दूँ शीश उसका वह मुझे कौशल सीखा दो,
माँ मुझे सैनिक बना दो।

-


Seems Debasish Senapati has not written any more Quotes.

Explore More Writers