Debasish Bhola   (©blessings_of_god)
266 Followers · 246 Following

Joined 23 April 2019


Joined 23 April 2019
10 MAY 2020 AT 2:39

ଦଶ ଦିନ ମାସ ଗରଭେ ଧରିଲୁ
କେତେଯେ ଯାତନା ସହି,
ତୋ' ପାଇଁ ମାଆଲୋ ଦୁନିଆ ଦେଖିଲି
ତୋ' ପରି ଆଉ କେ ନାହିଁ ।
ତୋ' ପଦେ କଥାରେ ସରଗର ଚାନ୍ଦ
ଧରାଦିଏ ମୋର ହାତେ,
ସେନେହେ ଡାକିଲେ ବାବୁ ବୋଲି ଥରେ
ମନ ମୋର ପୂରିଉଠେ ।
ସାରା ଦୁନିଆଟା ମୂଲ୍ୟହୀନ ସତେ
ତୋହରି ପଣତ ତଳେ,
ତୋ' ଆଶିଷ ବଳେ ଏ ମାୟା ଭୂବନ
ନିମିଷେକେ ଜିଣିପାରେ ।
ତୋହରି ସେବାରେ ଏ ଦେହ ଏ ମନ
ଚିରଦିନ ରହିଥାଉ,
ତୋହରି କୋଳରେ ମଥାପାତିଦେଇ
ପ୍ରାଣ ପକ୍ଷୀ ଉଡିଯାଉ ।
ମୋର...ଜୀବନ ସାର୍ଥକ ହେଉ ।

-


21 AUG 2020 AT 17:20

luxurious success.
Keep patience, Trust the process.



-


20 AUG 2020 AT 10:52

guts to achieve your goal.

-


20 AUG 2020 AT 6:40

and you were mine,
Life was blissful
Fair and fine.

When you left me
happiness faded away,
Everything seemed gloomy
like a cloudy day.

Oh! Baby, Can you say ?
What was my fault ?
Why ?
You made me cry.

-


19 AUG 2020 AT 19:18

ପ୍ରେମିକ ଟିଏ ମୁଁ ପ୍ରତାରକ ନୁହେଁ
ଜାଣେନି କପଟ ପାଠ,
ସେଥିପାଇଁ ବୋଧେ ପ୍ରତିଦିନ ସହେ
ଛଳନା ହାତର ଛାଟ ।
ମନର ଯନ୍ତ୍ରଣା ମନେ ଯାଏ ମରି
କିଛି ଲୁହ ଓଠ ପିଏ,
କିଛି ଲୁହ ଯାହା ଝରି ଯାଏ ପୁଣି
ନାନା ନିର୍ଯ୍ୟାତନା ଦିଏ ।
ନିସ୍ୱାର୍ଥପରତା ପ୍ରେମ ପ୍ରତିଦାନେ
କଳାପାଣି କାରାଗାରେ,
ବିନା ଦୋଷେ ଆଜି ଦୋଷୀ ଟିଏ ହୋଇ
ବନ୍ଦୀ ମୃତ୍ୟୁ ଅପେକ୍ଷାରେ ।
ମୁଁ.. ବନ୍ଦୀ ମୃତ୍ୟୁ ଅପେକ୍ଷାରେ ।

-


18 AUG 2020 AT 14:09

anyone
who can feel my love,
or heal my pain,
or make me alive
in this netherworld again.

-


18 AUG 2020 AT 8:03

and forget
that helps your heart relieve
and not to regret.

-


17 AUG 2020 AT 15:17


may have a painful interval
but it also has a happy ending.

-


16 AUG 2020 AT 17:20

that are
difficult to catch
if slipped out of hand.

We have to be careful
to use them well,
If not we will
become fool
and yell before hell.

-


16 AUG 2020 AT 16:57

who are self satisfied.

-


Fetching Debasish Bhola Quotes