Biswajit Ray  
0 Followers · 2 Following

Joined 15 April 2024


Joined 15 April 2024
22 APR AT 3:44

ହଜିଲା ଅତୀତ କାହାଣୀ
ସବୁକୁ ଗୁନ୍ଥି ଦେଇ ମାଳ ମାଳ

ରଖି ଦେଇଛି ମୁଁ ପୋଥି ଭିତରେ
ଓଃ ! କେତେ କରୂଥିଲେ ପାଗଳ ??

ଝାପ୍ସା ଅତୀତର ଖଳ ଚରିତ୍ରକୁ
କରି ବିଶ୍ଳେଷଣ ବାରମ୍ବାର

ଚରିତ୍ର ସବୁକୁ କବର ଦେଇଛି
ଆଉ ଉଠି ନାହିଁ ପାରିବାର

ଭଲ ପାଇଥିଲି ବିଶ୍ୱାସ କରି
ସେଥିରେ ଭରିଲୁ ବିଷ
ପୁଣି କରୁ ଉପହାସ !
କରୁ କ୍ରୁର ଅଟ୍ଟହାସ୍ଯ !!

କାରଣ - ଛାର ଗୋଟେ
ସ୍ବାର୍ଥପର ନାରୀ ର
ମାୟାବିନୀ ହସ ?


ବିଶ୍ୱଜିତ୍ ରାୟ
ମାର୍କୋଣା

-


Seems Biswajit Ray has not written any more Quotes.

Explore More Writers