bijayinee gyana   (ବିजyiନୀ)
358 Followers · 35 Following

read more
Joined 6 October 2020


read more
Joined 6 October 2020
20 MAR AT 23:22



ନୀରବ ହୋଇ ସହିଯାଏ ସବୁ
କାରଣ ସେ ନାରୀ ।
ସେ ଭିନ୍ନ ରୂପରେ ରୂପାୟିତା
ସେ ଆଶାର ଅସରନ୍ତି ଆଲୋକରେ ଆଲୋକିତା
ପୁଣି ସେ ଆଜି ଅନାଲୋଚିତା !!!

-


15 JAN AT 19:19

ଆଜି ଆକାଶରେ ଏତେ ଗୁଡ଼ି ଉଡୁଥାଏ ସିନା,କିନ୍ତୁ ମୋ ନଜରରେ ଆସିଲା ଏକ
ରଙ୍ଗୀନ ଗୁଡ଼ି । ଗୁଡ଼ିଟି ଅତି ଉଚ୍ଚରେ ନ ଉଡ଼ିଲେ ମଧ୍ୟ ବହୁତ ସମୟ ପର୍ଯ୍ୟନ୍ତ
ଆକାଶରେ ଉଡ଼ୁଥାଏ । ଗୁଡ଼ି ଆଉ ଗୁଡ଼ିର ସୂତା କୁ କେତେ ନିରିଖେଇ ଦେଖିଲି
ଯେ ଖୁସି ଉଡାଉଛି; ଏଇ ଆମ ଅଭି ଭାଇଙ୍କ ଝିଅ । ନାଁ ଟା ଯେମିତି ଖୁସି, ତା'ର
ହସ କୁ ଦେଖିଦେଲେ ଯେ କେହି ବି ଖୁସି ହେଇଯିବ । ଗୁଡ଼ି ଉଡ଼ିବାର ଦେଖି ସେ
ଖୁସିରେ ନାଚି ଯାଉଥାଏ । ଲାଗୁଥାଏ ତା ହସରେ ଏକ ଅଦୃଶ୍ୟ ଶକ୍ତି ଅଛି,ଯାହା
ଗୁଡ଼ିକୁ ଉଡାଇନେଉଛି । କି ଗୁଡ଼ିଟି ତା'ର ଖିଲିଖିଲି ହସକୁ ଦେଖିବା ପାଇଁ ନିଜକୁ
ଉଡେଇ ନଉଚି ଦୂରକୁ ଦୂରକୁ !!!








-


6 OCT 2023 AT 1:44

यूंही जिंदगी ने रुख मोड़ दिया,
हमने कुछ अलग सोचा था कुछ अजीब हो गया ।।


-


21 JUN 2023 AT 20:37

Be a Butterfly🦋

Fly like butter(silently)🙂






-


1 JAN 2023 AT 15:07

आपका
' NEW YEAR '
HAPPY हो ।


-


13 AUG 2022 AT 14:21

you don't understand
&
I can't explain 🙃

-


25 JUL 2022 AT 19:44


ଜୀବନ ସମର୍ପି ଦେଶମାତୃକା ପାଇଁ,
କୋଟି ସୁନାମ ଆଣି ଦେଇଛ ଓଡିଆଙ୍କ ପାଇଁ ।


ଓଡ଼ିଶା ଯେ ଜଣାଥିଲା ଶ୍ରୀମନ୍ଦିର ପାଇଁ,
ଆଜି ଆଉ ଏକ ନୂଆ ପରିଚୟ ସାଉଁଟିଛି ତୁମ ପାଇଁ ।

-


20 JUL 2022 AT 22:20

आह !!!
आखिर ये रातें होती क्युं है  ??

होती इसी लिये है की;
हमें हमारी गलतीयों का एहसास हो सके,
हमें हमारी ज़िम्मेदारियाँ समझ आ सके ।।





-


22 MAY 2022 AT 9:10

।। ମଣିଷ ମରିଯିବା ପରେ ବଞ୍ଚିବାକୁ ଇଚ୍ଛା କରେ ।।



-


17 APR 2022 AT 21:36

बचपन का वो दिन;
कागज़ के नाव भी किसी टाइटेनिक से कम नेहीं था,
और रेत की बनाई मेहेल ताजमहल की बराबर था ।

बचपन में;
तब कपडे गंदे होते थे पर दिल साफ़ होता था,
जब सब कुछ माफ होता था।

काश;
वो बचपन ऐसा होता,
कागज़ की बनाई रांकेट की तरह,
जहाँ भी जाता उड़ के वापस आ तो जाता ।।


-


Fetching bijayinee gyana Quotes