କାହିଁକି କେଜାଣି ଯେତେ ଥର ବି ଏ ମନ ଭାବୁଛି ତତେ ଭୁଲି ଯିବାକୁ , ସବୁ ଥର ତୋ ସହିତ ବିତେଇ ଥିବା ଅତୀତ ବାଧ୍ୟ କରୁଛି ତୋ ବିଷୟରେ ଭାବିବାକୁ .... -
କାହିଁକି କେଜାଣି ଯେତେ ଥର ବି ଏ ମନ ଭାବୁଛି ତତେ ଭୁଲି ଯିବାକୁ , ସବୁ ଥର ତୋ ସହିତ ବିତେଇ ଥିବା ଅତୀତ ବାଧ୍ୟ କରୁଛି ତୋ ବିଷୟରେ ଭାବିବାକୁ ....
-
ଏ ଦୁନିଆ ବହୁତ୍ ସ୍ୱାର୍ଥପର ଯେତେବେଳ ଯାଏଁ ତମେ କାହାର ସାହାଯ୍ୟ କରୁଥିବ , ତା ସହିତ ଦେବା ନେବାର ସଂପର୍କ ରହିଥିବ , ସେତେବେଳ ଯାଏଁ ସବୁ ଠିକ୍ .... ଯଦି କେତେବେଳେ ଦେବା ନେବାର ସମ୍ଭାବନା ଟା ସରିଯିବ ଜାଣିବ ସେତେବେଳେ ସଂପର୍କ ର ଶେଷ ସମୟ ଆସିଗଲା -
ଏ ଦୁନିଆ ବହୁତ୍ ସ୍ୱାର୍ଥପର ଯେତେବେଳ ଯାଏଁ ତମେ କାହାର ସାହାଯ୍ୟ କରୁଥିବ , ତା ସହିତ ଦେବା ନେବାର ସଂପର୍କ ରହିଥିବ , ସେତେବେଳ ଯାଏଁ ସବୁ ଠିକ୍ .... ଯଦି କେତେବେଳେ ଦେବା ନେବାର ସମ୍ଭାବନା ଟା ସରିଯିବ ଜାଣିବ ସେତେବେଳେ ସଂପର୍କ ର ଶେଷ ସମୟ ଆସିଗଲା
ପ୍ରାୟ ସମସ୍ତେ କୁହନ୍ତି ଦୁନିଆ ରେ ବଞ୍ଚି ରହିବାବହୁତ୍ କଷ୍ଟ ବୋଲି , ଆରେ କଷ୍ଟ ତ ସେଇ ମାନଙ୍କର ଯାହାକୁ ଦି ଓଳି ଦି ମୁଠା ଖାଇବାକୁ ବି ମିଳୁ ନାହିଁ । ଆରେ କଷ୍ଟ ତ ସେଇ ମାନଙ୍କର ଯିଏ ଶୀତ ଦାଉ ରୁ ରକ୍ଷା ପାଇବା ପାଇଁ ଅଖା ଆଉ ପତ୍ର ର ସାହାରା ନିଅନ୍ତି .... କଷ୍ଟ ତ ସେଇ ମାନଙ୍କର ଯିଏ ବାଧ୍ୟ ହେଇନିଜ ପିଲା କୁ ବି ଛୋଟ ବେଳୁ କାମ ରେ ଲଗେଇ ଦିଅନ୍ତି ... -
ପ୍ରାୟ ସମସ୍ତେ କୁହନ୍ତି ଦୁନିଆ ରେ ବଞ୍ଚି ରହିବାବହୁତ୍ କଷ୍ଟ ବୋଲି , ଆରେ କଷ୍ଟ ତ ସେଇ ମାନଙ୍କର ଯାହାକୁ ଦି ଓଳି ଦି ମୁଠା ଖାଇବାକୁ ବି ମିଳୁ ନାହିଁ । ଆରେ କଷ୍ଟ ତ ସେଇ ମାନଙ୍କର ଯିଏ ଶୀତ ଦାଉ ରୁ ରକ୍ଷା ପାଇବା ପାଇଁ ଅଖା ଆଉ ପତ୍ର ର ସାହାରା ନିଅନ୍ତି .... କଷ୍ଟ ତ ସେଇ ମାନଙ୍କର ଯିଏ ବାଧ୍ୟ ହେଇନିଜ ପିଲା କୁ ବି ଛୋଟ ବେଳୁ କାମ ରେ ଲଗେଇ ଦିଅନ୍ତି ...
अकसर यादें हीं हमे आगे बढ़ने ही नहीं देते ..... -
अकसर यादें हीं हमे आगे बढ़ने ही नहीं देते .....
ଜୀବନରେ ବହୁତ୍ କିଛି ପାଇଛି , କିଛି ଆଶା ଥିଲା ଯାହା ପୂର୍ଣ୍ଣ ବି ହେଇଛି ଆଜି ଜୀବନର ସବୁଠାରୁ ବଡ଼ ଆଶା ହେଉଛି ତତେ ନିଜର କରିବା ..... ଦୁନିଆ ଆଗରେ ଆମ ସମ୍ପର୍କ କୁ ସ୍ଵୀକୃତି ମିଳି ଯାଉ ବାସ୍ ଏ ମନ ଏତିକି ହିଁ ଚାହେଁ 💕 -
ଜୀବନରେ ବହୁତ୍ କିଛି ପାଇଛି , କିଛି ଆଶା ଥିଲା ଯାହା ପୂର୍ଣ୍ଣ ବି ହେଇଛି ଆଜି ଜୀବନର ସବୁଠାରୁ ବଡ଼ ଆଶା ହେଉଛି ତତେ ନିଜର କରିବା ..... ଦୁନିଆ ଆଗରେ ଆମ ସମ୍ପର୍କ କୁ ସ୍ଵୀକୃତି ମିଳି ଯାଉ ବାସ୍ ଏ ମନ ଏତିକି ହିଁ ଚାହେଁ 💕
ଜୀବନରେ ବହୁତ୍ କିଛି ଶିଖିଲି, ଏଠି ଟଙ୍କା , ସମ୍ପତି, ଲାଭ ସଂପର୍କ ଆଉ ଖୁସି ଠାରୁ ବହୁତ୍ ଜରୁରୀ ମନେ ହୁଏ .... -
ଜୀବନରେ ବହୁତ୍ କିଛି ଶିଖିଲି, ଏଠି ଟଙ୍କା , ସମ୍ପତି, ଲାଭ ସଂପର୍କ ଆଉ ଖୁସି ଠାରୁ ବହୁତ୍ ଜରୁରୀ ମନେ ହୁଏ ....
ସତରେ ଯାହା ପାଇଁ ଯେତେ ବି କିଛି କର ସେ କେବେ ବି କହିବ ନାହିଁ ଯେ ତୁ ମୋ ପାଇଁ ବହୁତ୍ କିଛି କରିଛୁ ବୋଲି .... ସେ ତ ସମୟ ଆସିଲେ ଏଇଟା କହିଦେବ ଯେ ତୁ ମୋ ପାଇଁ କରିଛୁ କଣ ? ଯାହା ବି ଯେତିକି କରିଛୁ ସେଥିରେ ତୋର କିଛି ଲାଭ ଥିବ ବୋଲି କରୁଥିବୁ ନା ଆଉ ..... -
ସତରେ ଯାହା ପାଇଁ ଯେତେ ବି କିଛି କର ସେ କେବେ ବି କହିବ ନାହିଁ ଯେ ତୁ ମୋ ପାଇଁ ବହୁତ୍ କିଛି କରିଛୁ ବୋଲି .... ସେ ତ ସମୟ ଆସିଲେ ଏଇଟା କହିଦେବ ଯେ ତୁ ମୋ ପାଇଁ କରିଛୁ କଣ ? ଯାହା ବି ଯେତିକି କରିଛୁ ସେଥିରେ ତୋର କିଛି ଲାଭ ଥିବ ବୋଲି କରୁଥିବୁ ନା ଆଉ .....
ସତରେ ସ୍ବାର୍ଥ ହିଁ ସମ୍ପର୍କ କୁ ବିଗାଡି ଦେଇଥାଏ , ବିନା ସ୍ବାର୍ଥ ରେ ଆଜି କାଲି କେହି ପାଖକୁ ଆସିବା ତ ଦୂର ର କଥା , ପଦେ କଥା ବି କହିବାକୁ ପସନ୍ଦ କରୁ ନାହାଁନ୍ତି । ଯୋଉଠି ସ୍ବାର୍ଥ ବାସ୍ ସେଇ ଦିଗରେ ହିଁ ପଡୁଛି ଲୋକ ଙ୍କ ପାଦ । -
ସତରେ ସ୍ବାର୍ଥ ହିଁ ସମ୍ପର୍କ କୁ ବିଗାଡି ଦେଇଥାଏ , ବିନା ସ୍ବାର୍ଥ ରେ ଆଜି କାଲି କେହି ପାଖକୁ ଆସିବା ତ ଦୂର ର କଥା , ପଦେ କଥା ବି କହିବାକୁ ପସନ୍ଦ କରୁ ନାହାଁନ୍ତି । ଯୋଉଠି ସ୍ବାର୍ଥ ବାସ୍ ସେଇ ଦିଗରେ ହିଁ ପଡୁଛି ଲୋକ ଙ୍କ ପାଦ ।
एक बार जाना चाहता हूं उसकी शहर की गली में .... सवाल था पूछना की गलती थी किसकी क्यों ऐसे छोड़ के चली गई वो मुझे जब उसकी ज्यादा जरूरत थी हमे ..... -
एक बार जाना चाहता हूं उसकी शहर की गली में .... सवाल था पूछना की गलती थी किसकी क्यों ऐसे छोड़ के चली गई वो मुझे जब उसकी ज्यादा जरूरत थी हमे .....
ବହୁତ୍ ଭଲ ଶିକ୍ଷା ଟିଏ ମିଳିଲା ଜୀବନରେ କିଛି ବି ଚିରସ୍ଥାୟୀ ନୁହେଁ , ଯାହା ଆଜି ପାଖରେ ଅଛି ତାହା ଆମ ପାଖରେ କାଲି ବି ରହିଥିବ ,ଏ ଭାବନା ବି କ୍ଷଣସ୍ଥାୟୀ ....... -
ବହୁତ୍ ଭଲ ଶିକ୍ଷା ଟିଏ ମିଳିଲା ଜୀବନରେ କିଛି ବି ଚିରସ୍ଥାୟୀ ନୁହେଁ , ଯାହା ଆଜି ପାଖରେ ଅଛି ତାହା ଆମ ପାଖରେ କାଲି ବି ରହିଥିବ ,ଏ ଭାବନା ବି କ୍ଷଣସ୍ଥାୟୀ .......