Anasuyamimi Rout  
1 Followers · 1 Following

Joined 14 November 2023


Joined 14 November 2023
25 DEC 2023 AT 14:43

"ଇଛା ସବୁ ଗୋଟି ଗୋଟି କରି କେବଳ ନାରୀର କାହିଁକି ମୃତ୍ଯୁ ହୁଏ? ତା'ର କୌଣସି କ୍ଷତ୍ରରେ ସ୍ବାଧିନତା ନାହିଁ।ତଥାପି ସେ ମୃତ ପ୍ରାଣଟିକୁ ମରି ମରି ଜୀବିତ ରଖିବାକୁ ଚେଷ୍ଟା କରେ।ମାଟିରେ ଘୋଷାଡି ହୋଇ ମୁଣ୍ଡ ଟେକି ତା' ଇଛାକୁ ଠିଆ କରିବାକୁ ସଙ୍ଘର୍ଷ କରୁଥାଏ ମାଟିରେ ମିଶିବା ଯାଏ।"

ନାରୀର ଇଛା ମୃତ୍ଯୁ

-


18 DEC 2023 AT 6:24

ସତରେ ସେ ଘରେ ରହୁଥିବା ଗୃହିଣୀ ଟିର ମନ କେଡେ ସରଳ...!ଦିନ ରାତି ମୋର ମୋର କହି ସେ ଘରକୁ ସଜାଡୁଥିବ।ରନ୍ଧା ବଢା ,ଘରକାମ କରୁ କରୁ କେତେବେଳେ ଦିନ ଯାଇଁ ରାତିହେଉଥିବ ଜଣା ନଥିବ।ଦିନରେ ଦଶ ମିନଟ ପାଇଁ ହେଉପଛେ ସେ ଜଞ୍ଜାଳକୁ ପଛରେ ପକେଇ ଏ ପ୍ରକୃତିକୁ ଉପଭୋଗ କରିବାକୁ ତା' ପାଖରେ ସମୟ ହିଁ ନ ଥିବ...!

ଜୀବନସାଥି ପାର୍ଟ ଟୁ

-


4 DEC 2023 AT 17:58

ଶବ ବି ଖୁବ ସହଯୋଗ କରେ ଠିକାଦାର ଶୃଗାଳକୁ ,ଛଡେଇ ଖାଇ ଖାଇ  ଉଭୟ
ଥକି ପଡନ୍ତି ।ଶବ ସାଲିସ କରି ନେଇଛି ଶୃଗାଳ ତାକୁ ନିଶ୍ଚୟ ଖାଇବ।
ଛକା ପଞ୍ଝା ଟଣା ଓଟରା ଭିତରେ ଶବହିଁ ତ ବାର ବାର ମରିବ ଏତେଥର ମରିବା ଅପେକ୍ଷା ଶୃଗାଳ ସହ ସାଲିସ ହିଁ ଶ୍ରେୟସ୍କର।

"ଅପରାହ୍ନର କୃଷ୍ଣଚୂଡା।"

-


4 DEC 2023 AT 17:56

ଶବ ବି ଖୁବ ସହଯୋଗ କରେ ଠିକାଦାର ଶୃଗାଳକୁ ,ଛଡେଇ ଖାଇ ଖାଇ ଉଭୟ ଥକି ପଡନ୍ତି ।ଶବ ସାଲିସ କରି ନେଇଛି ଶୃଗାଳ ତାକୁ ନିଶ୍ଚୟ ଖାଇବ।ଛକା ପଞ୍ଝା ଟଣା ଓଟରା ଭିତରେ ଶବହିଁ ତ ବାର ବାର ମରିବ ଏତେଥର ମରିବା ଅପେକ୍ଷା ଶୃଗାଳ ସହ ସାଲିସ ହିଁ ଶ୍ରେୟସ୍କର।
ଅପରାହ୍ନର କୃଷ୍ଣଚୂଡା

-


1 DEC 2023 AT 22:51

ଏ ପ୍ରଶ୍ନର ଉତ୍ତର ପାଇଁ ସେ ନିଜେ ଖୋଜି ଯିବ।ବୁଝି ଆସିବ କାହିଁ କେହି ବୃକ୍ଷର ପାଦ ତଳେ ଅଗ୍ନି ସଂଯୋଗ କରୁନାହିଁ ତ..?ସେ ଧୂଆଁରେ ଆମ ପ୍ରେମରସ୍ବଛ୍ଛ ଆଇନାକୁ କେହି ଯୋଜନା ବଦ୍ଧ କରି ଧୂଆଁ ଲିପି ଜିତିବାର କଳୁଷିତ ଇଛାରେ କୁସ୍ଚିତ ହସ ହସୁନି ତ..?ମୋତେ ଭେଟିବାକୁ ହେବ ମୋ ଉଜୁଡା କ୍ଷତର ସ୍ବପ୍ନକୁ।ଖେଳେଇ ମେଳେଇ ପଡିଥିବା ସେ ସ୍ବପ୍ନମୋତେ ଦେଖି ବିଦ୍ରୁପର ହସ ହସିବ ନହେଲେ ଡେରି ହେଲେ ।

ଜୀବନସାଥି ପାର୍ଟ ଟୁ

-


19 NOV 2023 AT 19:48

Paid Content

-


16 NOV 2023 AT 8:26



You share your private word in secret and she/he share it in public by a novel. ..!

-


15 NOV 2023 AT 11:41

Paid Content

-


15 NOV 2023 AT 11:37

"ବୋଧହୁଏ ଦୁଇଟି ମୁହୂର୍ତ୍ତରେ ସବୁ ନାରୀଙ୍କର ମନ ମହମ ପରି ତରଳି ଯାଏ।କେହି କାହାର ଶତୃ ହୋଇ ନଥାନ୍ତି।

ଝିଅ ବାହାଘର ବିଦାୟୀ ପ୍ରଥମ ।ଦ୍ବୀତିୟ ପିଲାଜନ୍ମ କରିବା ଯନ୍ତ୍ରଣା ବେଳେ ନାରୀ ନିଜ ହୃଦୟର କଷ୍ଟକୁ ମନେ ପକେଇ ଅନ୍ଯ ଝିଅଟିର ଦୁଃଖକୁ ବୁଝିପାରେ।"

ଉପନ୍ୟାସ "ଜୀବନସାଥୀ ପାର୍ଟ ଟୁ "

-Anasuya Rout

-


14 NOV 2023 AT 23:24

"ଗଛର ଫଳ ପିତା ହେଉ କି କଷା ମା' ପାଇଁ ସବୁଫଳ ମିଠା।ସେ ନିଜେ ପଛେ ହଜାର ଥର ପିତା ...କଷା...କହି କହି ଗାଳିଦେବ କିଛି ନାହିଁ।ତା' ଆଗରେ ତା' ପିଲାକୁ କେହି ପଦୁଟିଏ କହିଦେଲେ ତା' ଦେହରେ ସହସ୍ର ଛୁଞ୍ଚି ଗଳିଯିବା ପରି ଲାଗେ।ମା' ପିଲାକୁ ମାଡଗାଳିଦେଲେ ଠିକ ଅଛି କିନ୍ତୁ ସେତିକି ବାପା କଲେ ବି ସେ ସହିବନି।"

_Anasuya Rout

ଉପନ୍ୟାସ " ଭିଜାଶ୍ରାବଣ"

-


Fetching Anasuyamimi Rout Quotes