QUOTES ON #BEINGODIA

#beingodia quotes

Trending | Latest
10 JUN 2017 AT 22:40

When I think of my mothertongue, I feel blessed to be an odia.
#ଓଡ଼ିଆ
Lucky that my keyboard supports it

-


6 JUL 2020 AT 12:26

Being odia facts💙

In the world full of friedrice
be someone's pakhala

-


21 FEB 2017 AT 22:50

ଏକ ଅଜବ ପ୍ରକାର କି ସୁନ୍ଦର ଅଟେ ଆମର ମାତୃଭାଷା ।
ତୁମେ ଅନ୍ୟ ଭାଷାରେ କଥାତ କରିପାରିବ କିନ୍ତୁ ସୁଗନ୍ଧ ରହିବ ନାହିଁ ।।
ବନ୍ଦେ ଉତ୍କଳ ଜନନୀ

There is a special kind of beauty exists in your mother language.
You can speak in any other language but can't create that essence which your mother language can.
Bande Utkal Janani


-


19 FEB 2022 AT 20:30

ନାରୀର ସ୍ଵାଧୀନତା


ଆଜିକାଲିର ପୁରୁଷ ସମାଜ କ'ଣ ନାରୀମାନଙ୍କୁ ସ୍ଵାଧୀନତା ଦେବାକୁ ଚାହେଁ ? ପୁରୁଷ ଚାହେଁ ନାରୀ ଆଜୀବନ ଅଧିକାର ଅପେକ୍ଷାରେ ରହୁ । ପୁରୁଷପ୍ରଧାନ ସମାଜରେ ନାରୀ ଓ ପୁରୁଷ ମଧ୍ୟରେ ରହିଛି ଏକ ଅନ୍ତର, ଯେଉଁ ଅନ୍ତର ସଂପର୍କରେ ନା ଅତୀତରେ ନାରୀ ପ୍ରଶ୍ନ ପଚାରି ନ ଥିଲା କି ପ୍ରତିବାଦ କରି ନ ଥିଲା  କିମ୍ବା ବର୍ତ୍ତମାନ ମଧ୍ୟ କରିପାରୁନି ।  ମୂଲ୍ୟବୋଧ ନାମକ ମିଛରେ ଜୁଝିଯାଇଛି ସେ । ସମାଜ କାଳେ ଆଙ୍ଗୁଳି ଉଠେଇବ ? ଏହି ଭାବନାରୁ ସେ ଆଗକୁ ବଢିପାରୁନି। ? ସବୁବେଳେ ତା'ର ଧୈର୍ଯ୍ୟ ଓ ସହନଶୀଳତାକୁ ଉପହାସ କରିଛି ସମାଜ ।
— % &

-


11 AUG 2021 AT 18:52

ସେ ସବୁଠି ଅଛି
କିନ୍ତୁ କୋଉଠି ନାହିଁ।
ସେ ସମସ୍ତଙ୍କର
କିନ୍ତୁ କାହାରି ନୁହେଁ।
ତା'ର ଆରମ୍ଭ ନାହିଁ
କି ଶେଷ ବି ନାହିଁ।
ସେ ରୂପି
କିନ୍ତୁ ସେ ନିରାକାର।
ସେ ହେଉଛି ଶୂନ୍ୟ ମହାଶୂନ୍ୟ।।

-


8 AUG 2021 AT 7:57

ହସିବା ଏକ କଳା

ଏଇ କଳା ସମସ୍ତଙ୍କୁ ଜଣା ନାହିଁ

ସମସ୍ତେ ଦୁଃଖ ଗଣିବାରେ ବ୍ୟସ୍ତ ।।

-


10 MAY 2020 AT 21:40

ତୁମେ ଗଲା ପରେ ପରେ ସାଥୀ
ମୁଁ ଯେ ପାଲଟିଛି ଏକ ଥୁଣ୍ଟା ବୃକ୍ଷ 
ତଥାପି ହାରିନି ବଞ୍ଚିଛି ମୁଁ ଆଜି
ଚାପି ଛାତି ତଳେ ଛାତିଏ କୋହ....
ତୁମ ବିନା ଏଇ ଜୀବନ ଟା ମୋର
ମାତ୍ର ଏକ ମୂଲ୍ୟହୀନ ସଂଘର୍ଷ
ଥରୁଟିଏ ଖାଲି ପାରିବ କି ଫେରି
ପୋଛିବାକୁ ମୋର ଏଇ ଆଖି ଲୁହ....


-


26 MAR 2022 AT 19:14

ଲୁହ;
ଲୁହା ଠୁଁ ବି ଓଜନଦାର ।

-


7 JUN 2020 AT 23:47

ସବୁ ଅଧା ପ୍ରେମ କୁ
ହାର୍ କୁହା ଯାଏନା..

ହୃଦୟ ର ଏତେ ଗଭୀର ଆଶ..
ଆଉ ମନ ର କଥା କୁ
ଦେଇ କବିତା ର ସ୍ପର୍ଶ..
ଖାଲି ଟାରେ କେହି
କବି ହୋଇ ଯାଏନା..!!

ପୁଣି ଜୀବନ ର ପ୍ରତିଟି ବସନ୍ତ
ଅକାରଣେ କେବେ
ଏତେ ରଙ୍ଗୀନ୍ ଲାଗେନା..!!
ହଁ..
ସବୁ ଅଧା ପ୍ରେମ କୁ ତ
ହାର୍ କୁହା ଯାଏନା..!!

-


28 MAR 2021 AT 0:43

ବିମାନେ ବସି ବୁଲନ୍ତି ରାଧାମୋହନ
ଅବିର ଲଗାଇ ନାଚେ ଭକ୍ତିରେ ମନ
ଫଗୁଣ ଛୁଇଁଛି ଧରା ପବନେ ପ୍ରେମ
ଉଡଇ ପ୍ରୀତି ଅବିର ହୃଦୟ ନାମ
ପୀୟୂଷ ସମ ଫଗୁଣ ଭରେ ପୁଲକ
ମହକିତ ଚତୁର୍ଦ୍ଦିଗ ହସେ ମୁଲକ
ପ୍ରତି ପ୍ରାଣେ ରାଧା କୃଷ୍ଣ ହୋଇ ଯେ ଉଭା
ନୟନେ ଭରଇ ଦେଖ ଅପୂର୍ବ ଶୋଭା ।।

-