Pramitap Satapathy   (Pts)
204 Followers · 103 Following

अहं प्रेमर्षि ❤️❤️❤️
Joined 4 January 2017


अहं प्रेमर्षि ❤️❤️❤️
Joined 4 January 2017
6 OCT 2022 AT 16:44

Business and Excuses never stay together.

Either you do business or you give Excuses. Choice is always yours.

-


22 APR 2021 AT 21:04

Be my weapon but don't be the backstabber.

-


22 APR 2021 AT 6:41

ଜଣେ ପୁରୁଷ ଆଖିରେ ନିଜ ସ୍ତ୍ରୀ ବେଶୀ ସୁନ୍ଦରୀ

ଜଣେ କାପୁରୁଷ ଆଖିରେ ଅନ୍ୟର ସ୍ତ୍ରୀ ବେଶୀ ସୁନ୍ଦରୀ

ଯେ ମହାପୁରୁଷ ତାଙ୍କ ପାଇଁ ସଭିଏଁ ସୁନ୍ଦରୀ

© Baba Sarleile 😎

-


18 MAR 2021 AT 17:51

The Destiny is not
apart from you,
rather it's You.
So live your path
with liveliness.

-


15 NOV 2019 AT 7:31



କାହିଁକିନା
କବିତା କହେ ଜୀବନ ଗାଥା
କବିତା ବୁଝେ ମନର ବ୍ୟଥା ।
କବିତା ସାଜିପାରେ ଆଇନା
କବିତା ଖୋଜିପାରେ ମନର ମଇନା ।
କବିତା କରିପାରେ ଦିନକୁ ରାତି
କବିତା ହେଇପାରେ ଜୀବନର ସାଥୀ ।

-


1 SEP 2019 AT 23:59

There is always a follower resides inside a Leader who follows his or her own Values and live them.

#The_Leader

-


21 AUG 2019 AT 6:57

ମା (ଜନନୀ) ହେଲା ପ୍ରତୀକ ମାମୁ ଘରର 👍

ସ୍ତ୍ରୀ(ଜାୟା) ହେଲା ସମ୍ପତ୍ତି ଶଶୁର ଘରର 👌

ଆଉ ରହିଗଲେ ଭଉଣୀ ( ଭଗିନୀ ) ... ତାଙ୍କ କଥା ନକହିବା ଭଲ

ସେ ହେଲା ସାକ୍ଷାତ ଘରଢ଼ିଙ୍କି କୁମ୍ଭୀର !!! 😨

ହେ ନାରୀ ତୋ ଚାରି ଖୁରାକୁ ଦୂରୁ ଜୁହାର । 🙏🙏🙏

ଦେହକୁ ନେବେନି । ଲେଖୁ ଲେଖୁ ଲେଖିଦେଲି।

#Anonymous

-


18 AUG 2019 AT 23:55

ଓଃ !!! ଟୋକି ପଟେଇବା ତ ଯାହା ସେ relationship କୁ maintain କରି ରଖିବା ବଡ଼ ଝାମେଲା କାମ ହେ 😒😒😒😔

ଯଦି ବେଶି ମିଶିଲ then ଟୋକି ଭାବୁଛି ଏଟା ନାଳୁଆ ଟେ 🙄

ଟିକେ ହାଲକା distance ଯଦି maintain କରିଚାଲିଲ then କିଛି ଦିନ ପରେ complain ଆସୁଛି ଯେ " ତମର ଆଉ ମୋ ପ୍ରତି ଆଗ ଭଲ ପାଇବା ନାହିଁ। ଆଉ ଜମାରୁ attention ବି ଦଉନ ଆଗଭଳି"।

ଶଳା କୋଉ ବାଇ ରେ ମଣିଷ ମରିବ ❓❓

ଏ ପ୍ରେମ ପାଠର ପଠନ
ଭାରି କଠିନ ମ .....

-


18 AUG 2019 AT 7:32

They both were in captivity
They continued to soar high and higher
But the boundaries they never found !

It was the cage of Love !


#Midnight_ musings

#The_Agnivesh 💚💝💙

-


18 AUG 2019 AT 6:41

ମୁଁ ସମୟ ସାଥିରେ ନୀରବ ବାଟୋଇ ଟିଏ
ଖୋଜୁଛି ତୁମ ସ୍ପର୍ଶ,
ରାତ୍ରିର ନିବିଡ଼ ଅନ୍ଧରେ ।।
ତୁମେ ମଳୟ ର ମଧୁ ଗୀତି
ଶ୍ରାବଣ ର ଶେଷ ରାତ୍ରୀ ।।
ଆସ ତୁମେ
ନିଶାନ୍ତ ଲଗ୍ନରେ ।।
ନତୁବା, ବିକୀର୍ଣ୍ଣ ଛନ୍ଦରେ !!
ମନହୁଏ ଖେଳିବାକୁ ତୁମ ବିଗୁଣ ବିଗ୍ରହ ଭିତରେ !!
ଅନୁରଞ୍ଜିତ ହେଉ ଶରୀର ମୋର
ହୋମାଗ୍ନି ଘୃତ ଆହୁତି ମଧ୍ୟରେ ।।
ନଥାଉ ତିଥିର ମିଳନ
ଗ୍ରହଣ କର ମୋର ତରଙ୍ଗଶୂନ୍ୟ
ପ୍ରୋକ୍ତ ଆବେଦନ ।।

@ଜ୍ଞାନ ରଞ୍ଜନ ରଣା

-


Fetching Pramitap Satapathy Quotes